ଇନ୍ଦିରା ଆବାସ େଯାଜନା ଏବଂ ମହାତ୍ୱା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି େଯାଜନା କାର୍ଯ୍ୟକାରୀ ହେଉଅଛିö ତ୍ରୟୋଦଶ ଅର୍ଥ କମିଶନ ଦ୍ୱାରା ମଧ୍ଯ ପାୟତ ରେ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଅଛିö
ପାୟତ ରେ ମାଟି-ମୋରମ ରାସ୍ତା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚତ କର୍ମ ନିଯୁକ୍ତି େଯାଜନା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବେଳେ ସିମେ କଂକ୍ରିଟ ରାସ୍ତା ଗୋପବନ୍ଧୁ ଗ୍ରାମୀଣ େଯାଜନ ଏବଂ ତ୍ରୟୋଦଶ ଅର୍ଥ କମିଶନ େଯାଜନା ଦ୍ୱାରା କାର୍ଯ୍ୟକାରୀ ହେଉଅଛିö
